Sunday, October 19, 2025

କାହାକୁ ସେହୁ ଅଲେଖ କାହାକୁ ସେହୁ ଅରୂପ

କାହାକୁ ସେହୁ ଅଲେଖ କାହାକୁ ସେହୁ ଅରୂପ ଅଧାଗଢା ବ୍ରହ୍ମଦାରୁ ଅପଲକ ଅନନ୍ତ କରୁଣା କାହାକୁ ସେହୁ ଶୁନ୍ୟ କାହାକୁ ସେହୁ ଜ୍ୟୋତି ଅଖିଳ ବିଶ୍ୱ କର୍ତ୍ତା କର୍ମ କାରଣ ଛନ୍ଦା ଚରଣା

No comments:

Post a Comment