Sunday, October 5, 2025

ରାମ ରାମ ଶ୍ରୀରାମ ଉଚ୍ଚାରଣ କର୍ଣ୍ଣକୁ ସୁଧା

ରାମ ରାମ ଶ୍ରୀରାମ ଉଚ୍ଚାରଣ କର୍ଣ୍ଣକୁ ସୁଧା ନବ ଦୁର୍ବାଦଳ କାରୁଣ୍ୟ ମୂର୍ତ୍ତି ନୟନ ତାରା ରାମ ରାମ ଶ୍ରୀରାମ ନିରନ୍ତର ଜପେ ମାରୁତି ଦକ୍ଷିଣେ ଲକ୍ଷ୍ମଣ ବାମରେ ସୀତା ଦୟା ଗରା

No comments:

Post a Comment