Friday, October 17, 2025

ମୋର ଡାକ ଥରେ ଶୁଣ ହେ ମହାବାହୁ

ମୋର ଡାକ ଥରେ ଶୁଣ ହେ ମହାବାହୁ ନ ଇଛଇ ମୁହିଁ ଧର୍ମ ଅର୍ଥ କାମ ମୋକ୍ଷ କେବଳ ଛନ୍ଦା ପଦ୍ମ ପାଦରେ ଲୋଟିବି ଆଖିଲୁହରେ ଭିଜାଇବି ହେ ପଙ୍କଜାକ୍ଷ
ଲୁହରେ ଭିଜାଇବି ହେ ପଙ୍କଜାକ୍ଷ

No comments:

Post a Comment