Wednesday, October 1, 2025

ମୋତେ କୌଣସି ପରୀକ୍ଷା କର ନାହିଁ

ମୋତେ କୌଣସି ପରୀକ୍ଷା କର ନାହିଁ ମୋ ସହିତ କୌଣସି ରଖ ନାହିଁ ସର୍ତ୍ତ ଆଜନ୍ମରୁ ମୁହିଁ ଇନ୍ଦ୍ରିୟ ମନ ଅଧୀନ ମୁହିଁ ଅଶରଣ ହେ କୃଷ୍ଣ ରଖ ଆର୍ତ୍ତ

No comments:

Post a Comment