Sunday, October 12, 2025

ଅପଲକ ନୟନରେ ସଭିଙ୍କୁ ଚାହିଁଛନ୍ତି ହେ ମଣିମା

ଅପଲକ ନୟନରେ ସଭିଙ୍କୁ ଚାହିଁଛନ୍ତି ହେ ମଣିମା ମାଆ ଲକ୍ଷ୍ମୀ ଠାକୁରାଣୀ କିମ୍ପା ନ ନେଲେ ସାଥିରେ ଅଭିମାନ ଭରା ହୃଦୟ ଛନ୍ଦା ଚରଣରେ ସମର୍ପିଲି ମାଆଙ୍କୁ ମୋର ଦେଖିବି କି ନନ୍ଦୀ ଘୋଷ ରଥରେ

No comments:

Post a Comment