Saturday, October 4, 2025

ଖଳା ଚାଁଛିଦେଲି ଧାନ ଵଦାରି ପାଇଁ

ଖଳା ଚାଁଛିଦେଲି ଧାନ ଵଦାରି ପାଇଁ ମା ମହାଲକ୍ଷ୍ମୀ ଆସିବେ ରହିଛି ଚାହିଁ ଲକ୍ଷ୍ମୀ ସହିତ ଦେଖିବି ପତିତ ପାବନ ଧନ୍ୟ ହୋଇବି ଅଭୟ ପାଦକୁ ଛୁଇଁ

No comments:

Post a Comment