Tuesday, October 21, 2025

ହେ ପାଣ୍ଡଵ ସୁରକ୍ଷା କବଚ ରୁକ୍ମଣୀ ହୃଦ ଚନ୍ଦନ

ହେ ପାଣ୍ଡଵ ସୁରକ୍ଷା କବଚ ରୁକ୍ମଣୀ ହୃଦ ଚନ୍ଦନ ମୋହର ଦୋଷ ଗୁଣକୁ ବ୍ରହ୍ମଦାରୁରେ ଥୁଅ ନାହିଁ ଛନ୍ଦା ଚରଣ ବିନା ଆଉ କିଏ ମୋର ଆପଣାର ପହଣ୍ଡି ବିଜୟ ଶୋଭାକୁ ଭରଷା କରିଅଛି ମୁହିଁ

No comments:

Post a Comment