Tuesday, October 14, 2025

କିଏ ସେ ପୂଜିଲା ମଣିମା ବୋଲି ତୁମ୍ଭଙ୍କୁ

କିଏ ସେ ପୂଜିଲା ମଣିମା ବୋଲି ତୁମ୍ଭଙ୍କୁ ତୁମ୍ଭଙ୍କୁ କେହି ମଣିଲା ଆତ୍ମା ପରମ ବନ୍ଧୁ ପାପ ପୂର୍ଣ୍ଣ ହୃଦୟ ମୋର ଚିହ୍ନି ନ ପାରେ ନୟନ ପଥରେ ସଦାଥିବ ହେ କୃପାସିନ୍ଧୁ

No comments:

Post a Comment