Friday, October 17, 2025

ଅଶେଷ ଅଶେଷ ରୂପରେ ଏ ଧରାରେ ଅବତରୀ

ଅଶେଷ ଅଶେଷ ରୂପରେ ଏ ଧରାରେ ଅବତରୀ ଅଶେଷ ଅଶେଷ ଅଧର୍ମ ନାଶ କରିଛ ହେ ମୁରାରୀ ଅଶେଷ ଅଶେଷ ମୋହର ଅତିବ ଆକୁଳ ପ୍ରାଥନା ଅଶେଷ ଶରଣ ଦିଅ ଛନ୍ଦା ପାଦରେ ବଂଶୀଧାରୀ

No comments:

Post a Comment