Wednesday, October 8, 2025

ମୋର ପ୍ରାଣ ସଙ୍ଗିନୀରେ ଚାହାଁନା ଚକାଡୋଳାଙ୍କୁ

ମୋର ପ୍ରାଣ ସଙ୍ଗିନୀରେ ଚାହାଁନା ଚକାଡୋଳାଙ୍କୁ ରବି କରରେ ଚନ୍ଦ୍ର ଜୋତ୍ସ୍ନାରେ କରିବେ ଆଲିଙ୍ଗନ ଯାହାକୁ ଲାଗି ଥରେ ଲାଗିଛି କୁଳ ବୁଡ଼ାର ନଜର ଧର୍ମ ଅର୍ଥ କାମ ମୋକ୍ଷ ତେଜି ବୁଲୁଥାଏ ବୃନ୍ଦାବନ

No comments:

Post a Comment