Sunday, December 1, 2024

ଅଖିଳ ବ୍ରହ୍ମାଣ୍ଡ ଜୀବଗଣ ଜନଗଣ ନିବାସା

ଅଖିଳ ବ୍ରହ୍ମାଣ୍ଡ ଜୀବଗଣ ଜନଗଣ ନିବାସା କୃଷ୍ଣ ନିଵାସ କର ହେ ମୋ ଭାବୁକ ହୃଦୟ କମଳରେ ଧୀରେ ସଧିରେ କମଳା ସେବିତ ପାଦ ଚିପିଥିବୁ ମଧୁର ବଂଶୀ ହେ ଭିଜୁ ଯାଉଥିବି ଚକ୍ଷୁ ଜଳରେ

No comments:

Post a Comment