Saturday, December 7, 2024

ତୁହି ଅଖିଳ ଜନନୀ ଶ୍ରୀଗୋବିନ୍ଦ ସହୋଦରୀ

ତୁହି ଅଖିଳ ଜନନୀ ଶ୍ରୀଗୋବିନ୍ଦ ସହୋଦରୀ ତୁହି ସର୍ବାଗ୍ରେ ପୂଜ୍ୟ ଗଣପତି ଜନନୀ ଚଣ୍ଡୀ ତୁହି ଶ୍ରୀକ୍ଷେତ୍ର ସୁରକ୍ଷା କବଚ ଦକ୍ଷିଣ କାଳୀ ମା କୃପାପୂର୍ଣ୍ଣ ତ୍ରିନେତ୍ରା ଭରିଦେ ଭକ୍ତି ହାଣ୍ଡି

No comments:

Post a Comment