Thursday, December 5, 2024

କିଏ ସେ ପୁରୁଷ କିଏ ସେ ନାରୀ

କିଏ ସେ ପୁରୁଷ କିଏ ସେ ନାରୀ ସକଳ ହିଁ କେବଳ ମାଆର କାୟା କିଏ ସେ ଦେବ କିଏ ସେ ଦେବୀ ସକଳ ହିଁ କେବଳ ମାୟାର ଦୟା

No comments:

Post a Comment