Saturday, September 20, 2025

ଏହି ଆଖି କାନ ମନ ସତରେ କିବା ଖୋଜି ପାଇବେ

ଏହି ଆଖି କାନ ମନ ସତରେ କିବା ଖୋଜି ପାଇବେ ହେ ଗୋବିନ୍ଦ ତୁମ୍ଭ ଅଭୟ କାଳିଦଳା ଛନ୍ଦା ଚରଣକୁ ଷଡ ରିପୁ ଜଞ୍ଜାଳରେ ଅସହାୟ ନିରୁପାୟ ଆତ୍ମଘାତି ଏହି ଦୀନ ଅରକ୍ଷିତ ରାମ ଭରସା କରିଛି କୃଷ୍ଣ ରୁପକୁ

No comments:

Post a Comment