Wednesday, September 17, 2025

କିଏ ଲୋ ସଜନୀ ସେହି କଦମ୍ବ ଡାଳେ

କିଏ ଲୋ ସଜନୀ ସେହି କଦମ୍ବ ଡାଳେ ସାତ ବର୍ଣ୍ଣି ମୟୁର ପୂଛ ଯାହାର ଚୁଳେ ବୁଢା ହେଲି ଦେଖି ନାହିଁ ଏମନ୍ତ ଶୋଭା ପଚାର ଶରଣ ଦେବେକି ଚରଣ ତଳେ

No comments:

Post a Comment