Wednesday, September 17, 2025

ହେ କୃଷ୍ଣ କୃଷ୍ଣ ହେ ଯେମିତି ହେଉ ରୂପ ତୁମର

ହେ କୃଷ୍ଣ କୃଷ୍ଣ ହେ ଯେମିତି ହେଉ ରୂପ ତୁମର ଏହି ଅକିଞ୍ଚନକୁ ଥରୁଟିଏ ଦରଶନ ଦେଇଦିଅ ଛନ୍ଦା ଚରଣରେ ଏମିତି ଏହି ପ୍ରାଣ ବନ୍ଧା ପଡିଛି ମଲା ପରେ ତୁମକୁ ଝୁରୁଥିବି ଆପଣା କରିନିଅ

No comments:

Post a Comment