Tuesday, September 30, 2025

ନିବୃତି ମାର୍ଗରେ ଚାଲିବାକୁ ସମ୍ପୂର୍ଣ୍ଣ ଅସମର୍ଥ

ନିବୃତି ମାର୍ଗରେ ଚାଲିବାକୁ ସମ୍ପୂର୍ଣ୍ଣ ଅସମର୍ଥ ମୁହିଁ ଅସମର୍ଥ ଜପିବାକୁ ନିରନ୍ତର ହରିନାମ ଅଶରଣ ଶରଣ ଅପଲକ ଚକ୍ଷୁ ଚକାଡୋଳା ଅକର୍ମା ଦାନୀ କୃପାରେ ଭେଟିଲି ସାଇରାମ

No comments:

Post a Comment