Sunday, September 28, 2025

ଭାବିଥିଲି ଅତିବ କୋମଳ ହୋଇଥିବ ହୃଦୟ

ଭାବିଥିଲି ଅତିବ କୋମଳ ହୋଇଥିବ ହୃଦୟ ମାଆ ମୋହର କମଳ ବାସିନୀ ନାମ କମଳା ଲୋଡ଼ା ନାହିଁ ମୋହର ଧର୍ମ ଅର୍ଥ କାମ ମୋକ୍ଷ ମାଆ ଗୋ ନୟନ ପଥେ ଥାଆନ୍ତୁ ଚକାଡୋଳା

No comments:

Post a Comment