Sunday, September 21, 2025

ଭାବୁଛି ମୁହିଁ ସେହି କରୁଣା କାରୁଣ୍ୟ ଶ୍ରୀରାମଙ୍କ ପାଦ

ଭାବୁଛି ମୁହିଁ ସେହି କରୁଣା କାରୁଣ୍ୟ ଶ୍ରୀରାମଙ୍କ ପାଦ ଯାହା ଅହଲ୍ୟା ଉଦ୍ଧରିଲା ବିଭୀଷଣକୁ ଦେଲା ଶରଣ ଭାବୁଛି ମୁହିଁ ସେହି କରୁଣା କାରୁଣ୍ୟ ଶ୍ରୀରାମଙ୍କ ପାଦ ଶବର ଧୋଇଲା ମାରୁତି ନୟନ ପିତୁଳା ସୀତା ପରାଣ

No comments:

Post a Comment