Tuesday, September 16, 2025

ଜଗନ୍ନାଥଙ୍କ ଅଲିଅଳି ଭଉଣୀ ମାଆ ଗୋ ବିରଜା

ଜଗନ୍ନାଥଙ୍କ ଅଲିଅଳି ଭଉଣୀ ମାଆ ଗୋ ବିରଜା ମାଆ ଗୋ ବିରଜା ସଦା ରଖିଥିବୁ ଅଶେଷ ଦୟା ବାଲ୍ୟ କାଳରୁ ତୋ ଭାଇ ଛନ୍ଦା ପାଦକୁ ଚିନ୍ତଇ ମାଆ ଗୋ ଥରେ ଦର୍ଶନ ଦେବ ଏତେ କି ମାୟା

No comments:

Post a Comment