Thursday, September 18, 2025

ଏହି ପିଣ୍ଡରେ ପ୍ରାଣ ବାୟୁ ତୁମ୍ଭେ ହେ କୃଷ୍ଣ

ଏହି ପିଣ୍ଡରେ ପ୍ରାଣ ବାୟୁ ତୁମ୍ଭେ ହେ କୃଷ୍ଣ ହେ କୃଷ୍ଣ ଥରୁଟେ ଅକିଞ୍ଚନକୁ ଦର୍ଶନ ଦିଅ ଏହି ଶିର ସ୍ପର୍ଶ କରିବ ଛନ୍ଦା ଚରଣ ଥରେ ହେ ପତିତପାବନ ଏତେ ମାତ୍ର ଦୟା ବହ

No comments:

Post a Comment