Sunday, September 21, 2025

ବନ୍ଧୁ ମହାନ୍ତି ପରିବାରକୁ ଅଧାଗଢା ହାତରେ ବାଢିଦେଲ

ବନ୍ଧୁ ମହାନ୍ତି ପରିବାରକୁ ଅଧାଗଢା ହାତରେ ବାଢିଦେଲ ହେ ଅପଲକ ଜନମ କାଳରୁ ନିଜେ ହାତେ ଖାଉଛି ବାଢି ତୁଳସୀ ମିଶ୍ରି ଯାହା କିଛି ମୁହିଁ ଅର୍ପଣ କଲେ ପିମ୍ପୁଡି ଖାଏ ଭାଗବତ ପୋଥିରେ କିପରି ବାନ୍ଧିଲେ ଜଗନ୍ନାଥ ଅତିବଡି

No comments:

Post a Comment