Saturday, September 20, 2025

ଆହାଃ କାହିଁ ଗଲେ

ଆହାଃ କାହିଁ ଗଲେ କାହିଁ ଗଲେ ସେ ମୁରଲୀ ଫୁଙ୍କା ପିତ ବସନ ବନମାଳୀ ଶିରରେ ମୟୁରର ପୁଚ୍ଛ ବଙ୍କା ଆହାଃ କାହିଁ ଗଲେ କାହିଁ ଗଲେ ସେ ମୁରଲୀ ଫୁଙ୍କା ଥରେ କେବଳ ଛନ୍ଦା ଚରଣ ଛୁଇଁବି ଅତି ମନ ରଙ୍କା

No comments:

Post a Comment