Saturday, September 20, 2025

ଆହାଃ ନଦୀ ଯାଏ ବହି ନଦୀ ବହିଯାଏ ସାରା ସଂସାରରୁ

ଆହାଃ ନଦୀ ଯାଏ ବହି ନଦୀ ବହିଯାଏ ସାରା ସଂସାରରୁ ଅଧୀର ପାଦ ସ୍ଥିର ହୃଦୟ ଭେଟିବ ନୀଳ ନିର୍ମଳ ସମୁଦ୍ରକୁ ଏହି ଜନମରେ ଅଷ୍ଟାଙ୍ଗ ଯୋଗ ନିଷ୍କାମ ସାଧି ନ ପାରିଲି ଛୁଇଁଥାନ୍ତି କୃଷ୍ଣ ଛନ୍ଦା ଚରଣକୁ ଆଶା ରହିଲା ଆର ଜନ୍ମକୁ

No comments:

Post a Comment