Thursday, September 25, 2025

ଜରା ରୋଗ ପାପରେ ପୂର୍ଣ୍ଣ ଏହି ଶରୀର

ଜରା ରୋଗ ପାପରେ ପୂର୍ଣ୍ଣ ଏହି ଶରୀର ନିବୃତ୍ତି ପଥରେ ଝୁଣ୍ଟି ପଡଇ ଚଞ୍ଚଳ ମନ ତୁହି ଅକର୍ମା ଦାନୀ ଦୟାଘନ ହେ କୃଷ୍ଣ ଛନ୍ଦା ପାଦରେ ଶରଣ ଦିଅ ମଧୁସୂଦନ

No comments:

Post a Comment