Sunday, September 28, 2025

ମାୟା ମମତା ଡୋରିରେ ବାନ୍ଧି ଅଖିଳ ନିଖିଳ ପିଣ୍ଡ ବ୍ରହ୍ମାଣ୍ଡ

ମାୟା ମମତା ଡୋରିରେ ବାନ୍ଧି ଅଖିଳ ନିଖିଳ ପିଣ୍ଡ ବ୍ରହ୍ମାଣ୍ଡ ବାସୁକୀ ଫଣା ଛାୟାରେ କରିଲେ ଅନନ୍ତ ଅପଲକ ଶୟନ ଶ୍ରୀକ୍ଷେତ୍ର ଆତ୍ମା ଡୋରିରେ ଭିଡି ଶରଣ ଅଶରଣ ପରାଣ ବିଶାଳ ବକ୍ଷରେ ଆଲିଙ୍ଗନ କଲେ ବ୍ରହ୍ମଦାରୁ ଚକା ନୟନ

No comments:

Post a Comment