Wednesday, October 15, 2025

ହେ କଂସାରୀ କହ କହ କାହିଁକି ବଞ୍ଚାଇ ରଖିଲ

ହେ କଂସାରୀ କହ କହ କାହିଁକି ବଞ୍ଚାଇ ରଖିଲ ସବୁ ଇନ୍ଦ୍ରିୟ ମିଶିଣ ହାଣି ନେଉଥିଲେ ପରାଣ ହେ ଚକାଡୋଳା କୁହ କୁହ କିମ୍ପାଇଁ ମୁକ ବଧିର ମୃତ ପିଣ୍ଡରେ ପ୍ରାଣ ଭରିଲ ବଢାଇ ଛନ୍ଦା ଚରଣ

No comments:

Post a Comment