Thursday, October 16, 2025

ଅଧାଗଢା ହୋଇବି ଶ୍ୟାମ ସୁନ୍ଦର

ଅଧାଗଢା ହୋଇବି ଶ୍ୟାମ ସୁନ୍ଦର ବନମାଳୀ ଦାରୁବ୍ରହ୍ମ ହୋଇ ବିଶ୍ୱ ବ୍ରହ୍ମାଣ୍ଡ ହୃଦୟ ମନ୍ଦାର ଚକାଡୋଳା ହୋଇବି ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ବେନି ଅପଲକ କରୁଣା ଦୃଷ୍ଟି ଦୂରିତ ଅଜ୍ଞାନ ଅନ୍ଧାର

No comments:

Post a Comment