Thursday, October 16, 2025

ଜନନୀ ଭଗିନୀ ଜାୟା ତୁହି କୃଷ୍ଣ ସହୋଦରୀ

ଜନନୀ ଭଗିନୀ ଜାୟା ତୁହି କୃଷ୍ଣ ସହୋଦରୀ ସଂସାର ବିପଦେ ସମ୍ପଦ ତୋର ପଣତ ଛାୟା ଅଖଳ ବ୍ରହ୍ମାଣ୍ଡ ଜୀବ ନିର୍ଜୀଵ ତୋହରି କାୟା ଅଭିନ୍ନ ଅଧମ ସନ୍ତାନ ରାମକୁ ରଖିଥିବୁ ଦୟା

No comments:

Post a Comment