Thursday, October 16, 2025

ଅଖଣ୍ଡ ଅଛିଦ୍ର ଅରୂପ ଅସୀମ ନିର୍ଗୁଣ ଅମଳ

ଅଖଣ୍ଡ ଅଛିଦ୍ର ଅରୂପ ଅସୀମ ନିର୍ଗୁଣ ଅମଳ ଅନାଦି ବ୍ରହ୍ମ ରବି ସୁଧାକର ନୟନ ଦାରୁବ୍ରହ୍ମ ନିରନ୍ତର ଅପଲକ ପତା ଅହଂକାର ଶୁନ୍ୟ ସର୍ବ ସହିଷ୍ଣୁ କମଳ କୋମଳ ପଞ୍ଚ ଭୁତ ସୁଧାନିଧି କରୁଣାନିଧି ଅଖିଳ କୋଟି ବ୍ରହ୍ମାଣ୍ଡ ମାତା ପିତା

No comments:

Post a Comment