Tuesday, October 14, 2025

ଅତିବ ଘୋର ମାୟାକୁ ତେଜ ହେ ମାୟାଧର

ଅତିବ ଘୋର ମାୟାକୁ ତେଜ ହେ ମାୟାଧର ହେ ନିରୂପ ନିର୍ଗୁଣ ବଂଶୀଧରି ହୁଅ ସଜବାଜ ଅତି ତୃଷାର୍ତ୍ତ ସାକାର ନିରାକାର ଭେଟିବାକୁ ହେ ବ୍ରହ୍ମଦାରୁ ଜୀବ ତୁମ୍ଭରି କେବଳ ହେଜ

No comments:

Post a Comment