Tuesday, October 14, 2025

ମାଟି ଦେହରେ ଦାରୁଦେବତାଙ୍କୁ ଖୋଜିଲି

ମାଟି ଦେହରେ ଦାରୁଦେବତାଙ୍କୁ ଖୋଜିଲି ନାହିଁ ପାଣି ପାଦ ଛନ୍ଦା ଚରଣରେ ମଜିଲି ଭେଟିଲେ ପଚାରିବି ମୋର ନିଜ ଠିକଣା ଚକାଡୋଳା ଗଭୀରତାରେ ମୁହିଁ ହଜିଲି

No comments:

Post a Comment