Wednesday, October 15, 2025

କେତେ ହେଲେ ଭାବ ତୁମ୍ଭେ ବନ୍ଧା ପଡ଼ିବ ହେ ବ୍ରହ୍ମଦାରୁ

କେତେ ହେଲେ ଭାବ ତୁମ୍ଭେ ବନ୍ଧା ପଡ଼ିବ ହେ ବ୍ରହ୍ମଦାରୁ ଆହେ ମହାବାହୁ ଅଧାଗଢା ବେନି ଭୁଜ ପ୍ରସାରି କହିଦିଅ କେତେ ଆଉ ପାଖ ହେବି ଗରୁଡ ପଛରେତ ଠଆ ହେଲି ଆହେ ରବି ସୁଧାକର ଚକାଡୋଳା ପତାକୁ ଠାରିଣ କୁହ

No comments:

Post a Comment