Wednesday, October 15, 2025

ତୁମ୍ଭରି ଚକାଡୋଳାରେ ମୋହର ପ୍ରାଣ ବସିଗଲା

ତୁମ୍ଭରି ଚକାଡୋଳାରେ ମୋହର ପ୍ରାଣ ବସିଗଲା ଆହେ ବ୍ରହ୍ମଦାରୁ ଚକାଡୋଳା ବଢ଼ାଅ ଛନ୍ଦା ପାଦ ଆଉ ଉଛୁର ନ କର ହେ ରୁକ୍ମଣୀ ହୃଦୟ ଚୋର ଆହେ ଦେହୀ ଦେହ ପ୍ରବୃତ୍ତିକୁ ନ ମଣ ଅପରାଧ

No comments:

Post a Comment