Sunday, October 12, 2025

ନିଶ୍ୱାସ ନେଉଥିବା ବାୟୁ

ନିଶ୍ୱାସ ନେଉଥିବା ବାୟୁ ମୋର ଜୀବନ ପିଉଥିବା ମଧୁର ଜଳ ମୋହର ଜୀବନ ଆକାଶ ଭୂମି ମୋ ଜୀବନ ଅଗ୍ନୀ ଜୀବନ ଅପଲକ ଅଧାଗଢା ଚେତନା ହୃଦ ସ୍ପନ୍ଦନ

No comments:

Post a Comment