Sunday, October 12, 2025

ପଦ୍ମନାଭରୁ ସୃଷ୍ଟି ପଙ୍କଜ ପଙ୍କରେ ଅତି ହୃଷ୍ଟ ପୃଷ୍ଟ

ପଦ୍ମନାଭରୁ ସୃଷ୍ଟି ପଙ୍କଜ ପଙ୍କରେ ଅତି ହୃଷ୍ଟ ପୃଷ୍ଟ ଅତ୍ୟନ୍ତ ପ୍ରୀତ ଲଭି ମହାବିଷ୍ଣୁ ମହାଲକ୍ଷ୍ମୀଙ୍କ କର ଇନ୍ଦ୍ରିୟମାନଙ୍କର ଚିର କ୍ରିତଦାସ ନର କଳେବର ଷଢ଼ ବିକାର ନ ଦେଲେ ଛୁଇଁବାକୁ ଛନ୍ଦା ପୟର

No comments:

Post a Comment