Saturday, October 18, 2025

ଲଙ୍ଗଳ ସିଆରରୁ ରାଜା ଋଷି ଜନକ ପାଇଥିଲେ

ଲଙ୍ଗଳ ସିଆରରୁ ରାଜା ଋଷି ଜନକ ପାଇଥିଲେ ପରବ୍ରହ୍ମ ଶ୍ରୀରାମ ପାଇଥିଲେ ଭାଙ୍ଗିଣ ଶିବ ଧନୁ ଶ୍ରୀ ବାସୁଦେବ ପାଇଥିଲେ ବୃନ୍ଦାବନ ନିକୁଞ୍ଜରେ ମାଆ ପଦ୍ମ ପାଦକୁ ଝୁରି ଝୁରି କ୍ଷୀଣ ହେଲା ତନୁ

No comments:

Post a Comment