Saturday, October 18, 2025

ବୈଷ୍ଣବ ଦୁଆରରେ ପଡିଥାନ୍ତୁ

ବୈଷ୍ଣବ ଦୁଆରରେ ପଡିଥାନ୍ତୁ ଏହି ଦେହ ମନ ଶ୍ରୀଗୋବିନ୍ଦ ଛନ୍ଦା ଚରଣରେ ଯାଉ ମୋ ପ୍ରାଣ ରୁକ୍ମଣୀ ସମ ତୁମ୍ଭଙ୍କୁ ସ୍ମରଣ କରୁଥିବି ଗୋବିନ୍ଦ ତୁମ୍ଭେ ମୋ ସର୍ବସ୍ବ ହେ କୃଷ୍ଣ କର ହୃଦ ହରଣ

No comments:

Post a Comment