Sunday, October 12, 2025

କମଳ ନୟନ

କମଳ ନୟନ ନାରାୟଣ କମଳା ପତି ଅଶରଣ ଶରଣଙ୍କୁ ମୋର ଏହି ମିନତି ସଦା ନୟନ ପଥରେ ଥାଅ ବଂଶୀଧର ହୃଦପଦ୍ମରେ ଛନ୍ଦାପାଦ ସଦା ଥିବି ଚିନ୍ତି

No comments:

Post a Comment