Sunday, October 12, 2025

ଭାବନାକୁ ଆକାର ଜ୍ଞାନକୁ ପରବ୍ରହ୍ମ

ଭାବନାକୁ ଆକାର ଜ୍ଞାନକୁ ପରବ୍ରହ୍ମ ଶ୍ରୀରାଧା ଭାବ ପ୍ରେମର ବୋଲକରା ଧର୍ମ ସଂସ୍ଥାପନ ଲାଗି ଦଶ ଅବତାର ହୃଦ ପଦ୍ମରେ ଛନ୍ଦାପାଦ ବଂଶୀଧରା

No comments:

Post a Comment