Sunday, October 19, 2025

ତୁମ୍ଭେ ଯାହା ଯାଚି ଦେବ ହେ ଚକାଡୋଳା

ତୁମ୍ଭେ ଯାହା ଯାଚି ଦେବ ହେ ଚକାଡୋଳା ତାହା ମୁହିଁ ଥୋଇଦେବି ସଂସାର ଥାଳରେ ତୁମ୍ଭ ଅପଲକ କରୁଣା ନୟନକୁ ଚାହିଁଥିବି ପହଣ୍ଡି ବିଜୟ ରୂପକୁ ବେଳ ଅବେଳରେ

No comments:

Post a Comment