Sunday, October 19, 2025

ହୃଦୟ କମଳରେ ହରି ନାମ ସଂକୀର୍ତ୍ତନ ମଣ୍ଡପ କଲି ଚକାଡୋଳା ଛନ୍ଦା ଚରଣକୁ ପଖାଳିଲି ଭକ୍ତି ଜଳରେ ଜନ୍ମ ଜନ୍ମାନ୍ତର ସଞ୍ଚିତ ପୂଣ୍ୟରେ ବୈଷ୍ଣବଙ୍କର ବନ୍ଦନା ବେଣୁ ମାଧବଙ୍କୁ ଥରେ ଦେଖିବିକି ଚର୍ମ ଡୋଳାରେ

No comments:

Post a Comment