Sunday, October 5, 2025

ଆଖି ଛାଣି ଆଣିଲା ରୂପ

ଆଖି ଛାଣି ଆଣିଲା ରୂପ କାନ ଛାଣି ଆଣିଲା ଶବ୍ଦ ନାକ ଛାଣି ଆଣିଲା ଗନ୍ଧ ଜିଭ ଛାଣି ଆଣିଲା ରସ ମନ ବୋଲେ କାହିଁ ଗଲେ ମୋର ମୁରଲୀ ଫୁଙ୍କା ଆତ୍ମା କାନ୍ଦଇ ମୋ ଜୀବନ ଛନ୍ଦାପାଦ ପୀତବାସ

No comments:

Post a Comment