Sunday, October 5, 2025

ତ୍ରିଭଙ୍ଗ ଠାଣି ବନମାଳୀ ବାସୁଦେବ ପ୍ରାଣ ବୀଣା

ତ୍ରିଭଙ୍ଗ ଠାଣି ବନମାଳୀ ବାସୁଦେବ ପ୍ରାଣ ବୀଣା ଉଦାର ରବି ସୁଧାକର ଅପଲକ ସରସିଜ ନୟନ ମେଘ ଶ୍ୟାମ ପୀତବାସ ମୋହନ ମଧୁର ମୁରଲୀ ମୁନୀ ଚିତ୍ତ ଚୋରା ଛନ୍ଦା ଚରଣ ଭକ୍ତ ହୃଦ ଚନ୍ଦନ

No comments:

Post a Comment