Saturday, October 18, 2025

ମୋର କୁଟିଳ ମନକୁ ସରଳ କଲି

ମୋର କୁଟିଳ ମନକୁ ସରଳ କଲି ସରଳ ମନକୁ କଲି ଅତି କୋମଳ କୋମଳ ମନ ଆଉ ଭକ୍ତିକୁ ଯୋଡି ଛନ୍ଦା ପାଦ ଲାଗି ତୋଳିଲି କମଳ

No comments:

Post a Comment