Sunday, October 12, 2025

ତୋର ଭକତେ ମୁହିଁ ଭୁଞ୍ଜାଇବି

ତୋର ଭକତେ ମୁହିଁ ଭୁଞ୍ଜାଇବି ହେ କୃଷ୍ଣ କାହିଁ ମୋହର ସମର୍ଥ ସଦା ମାଗି ମାଗି ମୁହିଁ ସରି ଗଲି ହେ କୃଷ୍ନ ଧର୍ମ କାମ ମୋକ୍ଷ ଅର୍ଥ

No comments:

Post a Comment