Sunday, October 12, 2025

ତୁହି କିବା ଶ୍ରୀଗୋବିନ୍ଦଙ୍କୁ ଭଜିବୁରେ ମାନସ

ତୁହି କିବା ଶ୍ରୀଗୋବିନ୍ଦଙ୍କୁ ଭଜିବୁରେ ମାନସ ନିରତ ନବଧା ଭକ୍ତିରେ ଯିଏ ଭଜନ୍ତି ନିଜକୁ ଅସରଣ ଶରଣ ଅକର୍ମା ଦାନୀକୁ କିବା ଇଛୁ ବିଷ୍ଣୁ ମୋହିନୀ ବାଣ୍ଟୁଛନ୍ତି ଅମୃତ ନିଷ୍କାମକୁ

No comments:

Post a Comment