Sunday, October 12, 2025

ମାଆ ଗୋ କମଳ ସମ କୋମଳ ହୃଦୟା କମଳା

ମାଆ ଗୋ କମଳ ସମ କୋମଳ ହୃଦୟା କମଳା ମାଆ ଗୋ କେତେ ମୁହିଁ ଆକୁଳ ବ୍ୟାକୁଳ ହେଲି ଥରେ କର୍ଣ୍ଣ ନ ପାତିଲେ ଗୁହାରିକୁ ତୋ ଜୀବନ ମା ଛନ୍ଦା ଚରଣରେ ଲୋଟିବାକୁ ଝୁରି ଝୁରି ମଲି

No comments:

Post a Comment