Monday, December 2, 2024

ମାତା ପିତାଙ୍କ ହୃଦୟରେ ଥୋଇ ସବୁତକ ଦୟା

ମାତା ପିତାଙ୍କ ହୃଦୟରେ ଥୋଇ ସବୁତକ ଦୟା ହେ ସକଳ ଆଶ୍ରୟ ତୁମ୍ଭେ ହୋଇଗଲ ଅଧାଗଢା ମୋ ପିତା ମାତା ଉଭୟ ସରଗବାସୀ ହେଲେଣି ହେ ଚକାଡୋଳା ମୋତେ କିଏ ଦେବ ଘରଭଡା

No comments:

Post a Comment