Monday, December 2, 2024

ବୃକ୍ଷକୁ ବରଷା ଠୋପାର ସ୍ପର୍ଶ ଅତିବ ନିଆରା

ବୃକ୍ଷକୁ ବରଷା ଠୋପାର ସ୍ପର୍ଶ ଅତିବ ନିଆରା ନିଆରା ଦିବାକରର ସ୍ପର୍ଶ ପଦ୍ମକୁ କରେ ସୁଖୀ ସୁଖୀ କରେ ସନ୍ତାନକୁ ଜନନୀ କୋମଳ ସ୍ପର୍ଶ ନିଆରା ବୈଷ୍ଣବ ସାନିଧ୍ୟ ନିଆରା ଚକାଆଖି

No comments:

Post a Comment